×

ଏହି ଖାଦ୍ୟ ଯାହା ଆପଣ ଭୁଲ ସମୟରେ ଖାଉଛନ୍ତି

ଏହି ଖାଦ୍ୟ ଯାହା ଆପଣ ଭୁଲ ସମୟରେ ଖାଉଛନ୍ତି

ଏହି ଖାଦ୍ୟ ଯାହା ଆପଣ ଭୁଲ ସମୟରେ ଖାଉଛନ୍ତି

୧. କଦଳୀ :- ଖାଲି ପେଟରେ ଖାଆନ୍ତୁ ନାହିଁ

୨. ସେଓ :- ସକାଳେ ଖାଇବା ସବୁଠାରୁ ଭଲ

୩. କଫି :- ନିଦରୁ ଉଠିବା ମାତ୍ରେ ପିଅନ୍ତୁ ନାହିଁ

୪. ଦହି :- ସକାଳୁ (ଅତି ସକାଳେ) ଖାଆନ୍ତୁ ନାହିଁ

୫. କ୍ଷୀର :- ରାତିରେ ପିଇବା ଅଧୂକ ଭଲ

୬. ଭାତ :- ରାତ୍ରି ଭୋଜନରେ ଖାଆନ୍ତୁ ନାହିଁ

୭. ଖଟା ଫଳୁ (ଲେମ୍ବୁ ଜାତୀୟ) :- ଖାଲି ପେଟରେ ଖାଆନ୍ତୁ ନାହିଁ

୮. ବାଦାମ (Nuts) :- ରାତି ଅପେକ୍ଷା ସକାଳେ ଖାଇବା ଭଲ

୯. ଡାର୍କ ଚକୋଲେଟ :- କେବଳ ଅପରାହ୍ନରେ ଖାଆନ୍ତୁ

Post Comment

You May Have Missed

wpChatIcon
wpChatIcon