ଫୋନ୍ ହେବ ରାସନ୍ କାର୍ଡ

ମେରା ରାସନ ୨.୦: ଆପଣଙ୍କ ରାସନ କାର୍ଡ ବର୍ତ୍ତମାନ ଆପଣଙ୍କ ସ୍ମାର୍ଟଫୋନରେ ସ୍ମାର୍ଟ୍ ଫୋନ୍ ଜରିଆରେ ଆପଣ ରାସନ୍ ଆଣି ପାରିବେ।   ନିକଟସ୍ଥ ରାସନ ଦୋକାନର ସୂଚନା: ଆପଣ ନିଜ ଅଞ୍ଚଳରେ ଥିବା ସରକାରୀ ରାସନ ଦୋକାନଗୁଡ଼ିକର ତାଲିକା ଓ ସେଠାକୁ ଯିବାର ରାସ୍ତା ଏହି ଆପ୍ ଜରିଆରେ ପାଇପାରିବେ ।   କାରବାରର ସବିଶେଷ ବିବରଣୀ: କେଉଁ ଦୋକାନରୁ, କେବେ ଏବଂ କେତେ ପରିମାଣର ରାସନ ନିଆଯାଇଛି, ତାହାର ସମ୍ପୂର୍ଣ୍ଣ ବିବରଣୀ ଆପଣ ଏହି … Read more